Odisha News Insight
Browsing Tag

Puri

ବଦଳିଲା ରଥ ଭଙ୍ଗା ପରମ୍ପରା

ଚଳିତ ବର୍ଷ ରଥ ଭଙ୍ଗା ପରମ୍ପରାରେ ପରିବର୍ତ୍ତନ କରି ସଂରକ୍ଷଣ ପାଇଁ ରଥକୁ ଖୋଲିବା ପାଇଁ ହୋଇଛି ନିଷ୍ପତ୍ତି  । ତେବେ ଚଳିତ ବର୍ଷ ତିନୋଟି ରଥକୁ ସଂରକ୍ଷଣ କରାଯିବା ସହ ରଥକୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନରେ ନିର୍ମାଣଧୀନ ଥିବା ମ୍ୟୁଜିୟମରେ ରଥପାର୍କରେ ରଖିବା ପାଇଁ ଆରମ୍ଭ ହୋଇଛି…

ଜଳିଗଲା ପୁରୀ ନୀଳଚକ୍ରରେ ଲାଗିଥିବା ମାନସିକ ବାନା

ଆଜି ଶ୍ରୀମନ୍ଦିରରେ ଅଭାବନୀୟ ଅଘଟଣ ଘିଟିଛି। ମହାଦୀପ ଉଠିବା ବେଳେ ନୀଳଚକ୍ର ବାନାରେ ଲାଗିଲା ନିଆଁ। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି। ଆଜି ପାପମୋଚନ ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା…