Odisha News Insight
Browsing Tag

Prime Minister

ନେପାଳରେ ଘନେଇଲା ରାଜନୈତିକ ସଂକଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଅନୁପସ୍ଥିତିରେ ଦଳୀୟ ବୈଠକ ଡାକିଲେ ପ୍ରଚଣ୍ଡ

ନେପାଳା ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଓଲି-ପ୍ରଚଣ୍ଡଙ୍କ ମଧ୍ୟରେ ମୁହାଁମୁହିଁ ଜାରି ରହିଛି।ସୀମା ବିବାଦରେ ଭାରତ ସହ ମୁହାଁମୁହିଁ  ହୋଇଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଭାରତ ଆସନ ଏବେ ଟଳମଳ ଅବସ୍ଥାରେ ରହିଛି। ତାଙ୍କ ଗାଦି ବଞ୍ଚାଇବା ଲାଗି ଉଦ୍ୟମ ଜାରି…

PM CARES ଦେଶବାସୀଙ୍କୁ ଦାନ ମାଗିଲେ ପ୍ରଧାନମନ୍ତ୍ରୀ

 ସାରା ବିଶ୍ବକୁ କରୋନା ଭୂତାଣୁ ଭୟଭୀତ କରିଥିବା ବେଳେ ଭାରତ ମଧ୍ୟ ଏହି ମାରାତ୍ମକ ରୋଗ ସହ ଲଢ଼େଇ କରୁଛି। ଗୋଟିଏ ପଟେ ସାରା ଦେଶ ଲକ୍‌ଡାାଉନ୍‌ ଥିବା ବେଳେ ଅନ୍ୟପଟେ ଜନତା ଓ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସମୟରେ ଦେଶର ଏଇ ଲଢ଼େଇରେ ସାମିଲ ହେବା ଲାଗି ଦେଶବାସୀଙ୍କୁ…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବ୍ରିଟେନ୍‌ ରାଷ୍ଟ୍ରମୁଖ୍ୟ କରୋନା ଆକ୍ରାନ୍ତ। ଦୁଇଦିନ ତଳେ ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ୧୦ ଡାଉନିଂ ଷ୍ଟ୍ରୀଟ୍‌ ମୁଖପାତ୍ରଙ୍କ କହିବା…