Odisha News Insight
Browsing Tag

matric exam

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥର ପାସ ହାର ୭୮.୭୬% ରହିଛି। ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏ-୧ ଗ୍ରେଡରେ ରେ ୧୨୭୯ ଜଣ ପାସ୍ କରିଛନ୍ତି। ଏ-୨ରେ ୮୪୫୮,ବି-୧ରେ…

୧୯ରେ ମାଟ୍ରିକ୍‌ ପରୀକ୍ଷା, ଓ୍ବେବ ସାଇଟରେ ମିଳୁଛି ଆଡ୍‌ମିଡ୍ କାର୍ଡ

ଆସନ୍ତା ୧୯ତାରିଖରେ ହେବ ଦଶମ ଶ୍ରେଣୀ ପରୀକ୍ଷା ବା ମାଟ୍ରିକ୍‌ ପରୀକ୍ଷା। ଏଥିପାଇଁ ଓ୍ବେବସାଇଟରେ ମାଟ୍ରିକ୍ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଆଡ୍‌ମିଡ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। www.bseodisha.ac.in ଓ୍ବେବ ସାଇଟରେ ଆଡିମଟ କାର୍ଡ ମିଳୁଛି।…