Odisha News Insight
Browsing Tag

Death

ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୭ ହଜାର’ ୪୯୭ ରେ ପହଞ୍ଚିଲା ଓ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩…

ଦିନକରେ ୪0 ହଜାର ୪୨୫ ଆକ୍ରାନ୍ତ ଓ ୬୮୧ ମୃତ ଆକ୍ଟିଭ କେସ୍ ୩ ଲକ୍ଷ ୯0 ହଜାର ୪୫୯ ଓ ସୁସ୍ଥ ହେଲେଣି ୭ ଲକ୍ଷ ୮୬ ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୧0 ହଜାର ୪୫୫ ଆକ୍ରାନ୍ତ ଓ ୧୧ ହଜାର ୮୫୪ ମୃତରାଜ୍ୟରେ ଆଜି ୨୩ଟି ଜିଲ୍ଲାରୁ ଆଉ ୬୭୩ ନୂଆ ଆକ୍ରାନ୍ତ ଚି଼ହ୍ନଟ ୪୪୬ କ୍ଵାରେନଟିନ…

କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ

ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବା ଅହମ୍ମଦାବାଦ ନଗର ନିଗମର ପୂର୍ବ ନେତା ବଦରୁଦ୍ଦିନ୍ ଶେଖ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ପାର୍ଟୀର ନେତା ଶକ୍ତି ଗୋହିଲ ଏନେଇ ସୂଚନା ଦେଇଛନ୍ତି । ରିପୋର୍ଟ ମୁତାବକ ଗୋହଲି କହିଛନ୍ତି ଯେ, ଆଜି ମୋ ପାଖରେ କହିବାକୁ କିଛି ନାହିଁ…

କରୋନା: ସ୍ପେନ୍ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ମହାମାରୀ କରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମୃତ ମାରିଆଙ୍କ ଭାଇ ରାଜକୁମାର ସିକ୍ସଟୋ ଏନରିକି ଡି ବୋରବୋନ ଫେସବୁକରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାଜକୁମାରୀ ମାରିଆଙ୍କ ମୃତ୍ୟୁ ମାର୍ଚ୍ଚ ୨୬ରେ ହୋଇଛି। କୋଭିଡ-୧୯ରେ…

କରୋନା: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି, ୮୬ ଜଣ ଆରୋଗ୍ୟ

 ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଏମାନଙ୍କ ମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ୮୬ ଜଣ ରୋଗୀ ଠିକ୍‌ ହୋଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ…

କରୋନା ଦେଶରେ ୧୯ ମୃତ, ୭୯ ଜଣ ଆରୋଗ୍ୟ

ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଁଞ୍ଚିଛି। ସେମଧ୍ୟରୁ ୮୨୬ ଭାରତୀୟ ଓ ୪୭ ବିଦେଶୀ ଅଟନ୍ତି। ସରକାରୀ ହିସାବରେ ଦେଶରେ…

ଆମେରିକା ଅସମ୍ଭାଳ ୪୬,୧୬୮ କରୋନା ଆକ୍ରାନ୍ତ, ୫୮୨ ମୃତ

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ନିୟନ୍ତ୍ରଣ ଅଅଣାୟତ ହୋଇପଡ଼ିଛି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଗତ ୩ ଦିନ ଭିତରେ ୨୦,୦୦୦ରୁ ଅଧିକ ନୂଆ ରୋଗୀ ଠାବ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ପ୍ରାୟ ୧୧,୦୦୦ ନୂଆ ରୋଗୀ ଠାବ ହୋଇଛନ୍ତି। ମୋଟ…