Odisha News Insight
Browsing Tag

Bhadrak

ସାବଧାନ ! ପରିବା, ସଉଦା ସାଙ୍ଗରେ ଘରକୁ କରୋନା ନେଇକି ଯାଆନ୍ତୁନି

ଦୁଇଦିନ ସଟ୍ ଡାଉନ୍ ପରେ ରାତି ଆଠଟାରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ପରିବା ଓ ସଉଦା ଦୋକାନ ଖୋଲିବ I ତେବେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି I ଲୋକେ ସାମାଜିକ ଦୂରତ୍ବ ରକ୍ଷା ନ କଲେ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ…