Odisha News Insight

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ୧୭ଟି ରାଜ୍ୟର ୫୫ଣଟି ଆନସ ପାଇଁ ନିର୍ବାଚନ ହେବ। ଏ ନେଇ ମାର୍ଚ୍ଚ ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ଦିନ ରହିବ। ମାର୍ଚ୍ଚ ୩୦ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା। ଏଥିରୁ ଓଡ଼ିଶା ୪ଟି ଆସନ ପାଇଁ ହେବ ନିର୍ବାଚନ।

Leave a comment