Odisha News Insight

“ଟ୍ରାଙ୍କ୍ୱିଲ୍” ସୋଲୋ ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ

ଭୂବନେଶ୍ୱର ନନ୍ଦିତା ମିଶ୍ର ଙ୍କ ଦ୍ୱାରା ଚିତ୍ରୀତ ଚିତ୍ରକଳା “ଟ୍ରାଙ୍କ୍ୱିଲ୍” ସୋଲୋ ଆର୍ଟ ପ୍ରଦର୍ଶନୀ ଦୁଇ ଦିନ ଧରି କିଟ୍ କ୍ୟାମ୍ପସ ୬ ବନକ୍ୱିଟି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ୨ଦିନ ଧରି ଏହି ପ୍ରଦର୍ଶନୀ ଚାଲିଥିବାବେଳେ ଏଥିରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗ ର ଲୋକ ଆସି ନନ୍ଦିତା ଙ୍କ ଦ୍ୱାରା ଚିତ୍ରିତ ଚିତ୍ରକଳା ଦେଖିବା ସହ ଭୂୟିୟସି ପ୍ରଶଂସା କରିଥିଲେ ଏହି ଚିତ୍ରକଳା ପ୍ରଦର୍ଶନୀ ର ବିଶେଷତ୍ୱ ଥିଲା ନନ୍ଦିତା ଆଙ୍କିଥିବା ପ୍ରତ୍ୟେକ ଚିତ୍ର , ପଛରେ ଥିବା ଭାବନା କୁ ପଦ୍ୟ ଓ ଗଦ୍ୟ ଆକାର ରେ ନିଜେ ଲେଖିଥିଲେ |

Leave a comment