Odisha News Insight

ଦଶଟି ମିଥ୍ୟା ଗୁଜବ ରୁ ସାବଧାନ ରୁହନ୍ତୁ ଏହି ଘଡି ସନ୍ଧି ସମୟରେ

୧)ଇଟାଲୀର ସହରରେ ଅନେକ ଶବ ର ଦୃଶ୍ୟ ।
ସତ୍ୟତା-ଏହା ଏକ ଫିଲ୍ମ କଣ୍ଟେଜୀଅନ ର ଦୃଶ୍ୟ ଅଟେ ।
୨)ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ ।
ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ ।
୩)ଅନେକ ଲୋକ ଭୁମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ
ସତ୍ୟତା-ଏହା 2014 ମସିହାର ଏକ ଚିତ୍ର ପ୍ରଦର୍ଶନୀ ର ଦୃଶ୍ୟ ଅଟେ ।
୪)ଡକ୍ଟର ରମେଶ ଗୁପ୍ତା ଙ୍କ ଜନ୍ତୁ ବିଜ୍ଞାନ ବହି ରେ କରୋନା ର ଚିକିତ୍ସା ଅଛି ।
ସତ୍ୟତା-ନାହିଁ
୫)ମେଦାନ୍ତା ହସ୍ପିଟାଲ ର ଡକ୍ଟର ନରେଶ ତ୍ରେହାନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ର ଅପିଲ କରିବା ।
ସତ୍ୟତା-ଡକ୍ଟର ତ୍ରେହାନ କୋୖଣସି ଅପିଲ ସେମିତି କୌଣସି ଅପିଲ କରିନାହାନ୍ତି ।
୬)ଏକ ଦମ୍ପତ୍ତି ଯେଉଁମାନେ 134 ଲୋକଙ୍କ ଚିକିତ୍ସା କରି ନିଜେ ସଂକ୍ରମଣ ର ଶିକାର ହେଲେ ।
ସତ୍ୟତା-ଏହା କୌଣସି ଡକ୍ଟର ଯୋଡ଼ି ର ନୁହେଁ ବରଂ ଏୟାରପୋର୍ଟ ର ଏକ ଯୋଡ଼ି ର ଅଟେ ।
୭)କୋଭିଡ 19 ର ଔଷଧ ।
ସତ୍ୟତା-ଏହା ଔଷଧ ନୁହେଁ ପରୀକ୍ଷା କରିବା ସାମଗ୍ରୀ ଅଟେ ।
୮)କରୋନା ଭାଇରସ ର ଜୀବନ 12 ଘଣ୍ଟା ପର୍ଯ୍ୟନ୍ତ ।
ସତ୍ୟତା-3 ଘଣ୍ଟା ରୁ 9 ଦିନ ପର୍ଯ୍ୟନ୍ତ ।
୯)ରୁଷ ରେ ରାସ୍ତାରେ 500 ସିଂହ ବୁଲିବା ।
ସତ୍ୟତା-ଏହା ଏକ ଚଳଚ୍ଚିତ୍ର ର ଦୃଶ୍ୟ ଅଟେ ।
୧୦)ଇଟାଲୀର କବର ଵାଲା ଦୃଶ୍ୟ ।
ସତ୍ୟତା-ଏହା ୭ ବର୍ଷ ପୁରୁଣା ଏକ ଦୁର୍ଘଟଣାର ଦୃଶ୍ୟ ଅଟେ ଓ ଏହାର କରୋନା ସହିତ କିଛି ସମ୍ବନ୍ଧ ନାହିଁ ।
ବନ୍ଧୁଗଣ ମିଥ୍ୟା ଗୁଜବ ବିଶ୍ୱାସ କରି ଧର୍ଯ୍ୟ ହରାନ୍ତୁ ନାହିଁ ।ଏହି ପୋଷ୍ଟ କୁ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆପଣଙ୍କ ବିବେକ ଓ ଧର୍ଯ୍ୟ ହିଁ ଆପଣଙ୍କ ସାଥୀ ଅଟେ ।ଭଗବାନ,ସରକାର, ପ୍ରଶାସନ ଉପରେ ଭରସା ରଖନ୍ତୁ
ଘରେ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ ।

Leave a comment