Odisha News Insight

ମାସ୍କ କିମ୍ୱା ରୁମାଲ୍‌ ନବାନ୍ଧିଲେ ଗଣିବେ ତଣ୍ଡ : ବ୍ରହ୍ମପୁର

ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏ…

ଆଜି ରାତି ୮ଟାରେ ସଟ୍‌ଡାଉନ୍‌ ଉଠିବ, ଗହଳି କରିବେ ନାହିଁ: ଅସିତ୍‌ ତ୍ରିପାଠୀ

ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରୁ ସଟ୍‌ଡାଉନ୍‌ ଉଠିଯିବ। ଏହାପରେ ଭିଡ଼ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆହୁରି ସେ କହିଛନ୍ତି ଯେ, ରାତି ୮ଟାରେ ସଟ୍‌ଡାଉନ୍‌ ଉଠିଲା ପରେ କେହି ମାର୍କେଟ ଯାଆନ୍ତୁ ନାହିଁ। ଯଦି ଆପଣମାନେ…

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା, ଜଣେ ଯବାନ ଶହୀଦ

ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି। ଭାରତୀୟ…

ସାବଧାନ ! ପରିବା, ସଉଦା ସାଙ୍ଗରେ ଘରକୁ କରୋନା ନେଇକି ଯାଆନ୍ତୁନି

ଦୁଇଦିନ ସଟ୍ ଡାଉନ୍ ପରେ ରାତି ଆଠଟାରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ପରିବା ଓ ସଉଦା ଦୋକାନ ଖୋଲିବ I ତେବେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି I ଲୋକେ ସାମାଜିକ ଦୂରତ୍ବ ରକ୍ଷା ନ କଲେ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ…

କଳାହାଣ୍ଡିରୁ ଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ୨୧କୁ ବୃଦ୍ଧି

ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହି ୨୯ ବର୍ଷିୟ ଯୁବକ କଳାହାଣ୍ଡିର ବୋଲି ଜଣାପଡ଼ିଛି। ସେ ନିକଟରେ ବାହାରିନରୁ ଆସିଥିବା ନେଇ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ଆକ୍ରାନ୍ତ…

ତାଳି, ଦୀପ ଜାଳିଲେ ସମସ୍ୟାର ସମାଧାନ ହେବ ନାହିଁ: ରାହୁଲ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନନେଇ କଟାକ୍ଷ କରି କହିଛନ୍ତି ଯେ, ଦେଶରେ କୋଭିଡ-୧୯ ପରୀକ୍ଷା ବହୁତ କମ୍ ହେଉଛି। ଲୋକମାନଙ୍କ ଦ୍ବାରା ଥାଳି, ତାଳି ଓ ଦୀପ ଜାଳିଲେ…