Odisha News Insight
Browsing Tag

RBI

କରୋନା ସଂକଟ ପାଇଁ ରେପୋ ରେଟ୍‌ରେ ହ୍ରାସ କଲା ଆରବିଆଇ, ବିଶ୍ୱ ଜିଡିପିରେ ୯ ଲକ୍ଷ କୋଟି ଟଙ୍କାର କ୍ଷତି ଆଶଙ୍କା

କରୋନା ସଂକଟ ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଆଜି ଆରବିଆଇ ରେପୋ ରେଟ୍‌କୁ ହ୍ରାସ କରିଛନ୍ତି। 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ 4%ରୁ ହ୍ରାସ ପାଇ 3.75%ରେ ପହଞ୍ଚିଛି। ଏହି ରେପୋ ରେଟ୍‌ ହ୍ରାସ ପରେ ବ୍ୟାଙ୍କଗୁଡିକ ଫାଇଦା ମିଳିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର…

ବ୍ୟାଙ୍କ ଋଣକାରୀଙ୍କୁ ୩ ମାସର ମହଲତ

କରୋନା ଲକ୍‌ଡାଉନ୍‌ରେ ସାଧାରଣ ଜନତା ଓ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଋଣକାରୀଙ୍କୁ ମିଳଇଚି ଆଶ୍ବସ୍ତି। ଆଗାମୀ ୩ ମାସ ପର୍ଯ୍ୟନ୍ତ ଋଣ ସୁଝିବା ବାଧ୍ୟତାମୂଳକ ନୁହେଁ ବୋଲି ରିଜର୍ବ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କହିଛନ୍ତି। ରିଜର୍ବ ବ୍ୟାଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟାଙ୍କ ଓ…

RBIର ବଡ଼ ଘୋଷଣା ରେପୋ ରେଟ ହ୍ରାସ, ଶସ୍ତା ହେବ ଲୋନ୍

ମହାମାରୀ କରୋନ ଭାଇରସ ସାରା ବିଶ୍ବରେ କାୟା ମେଲାଇଛି। ଏପରିକି ଏହି ମହାମାରୀ ଯୋଗୁଁ ସାରା ବିଶ୍ବର ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଯାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିିବ। ଏହାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ…