Odisha News Insight
Browsing Tag

Ratha Yatra

ରଥଯାତ୍ରାକୁ ଆଉ ମାତ୍ର ୧୨ ଦିନ

ରଥଯାତ୍ରାକୁ ଆଉ ମାତ୍ର ୧୨ ଦିନ। ଅର୍ଥାତ  ଜୁନ୍ ୨୩ ତାରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରା।  କିନ୍ତୁ ଏଯାଏ ରଥଯାତ୍ରା ସମନ୍ବୟ କମିଟି ବୈଠକ ବସିନାହିଁ। ବଡ଼ଦାଣ୍ଡରୁ ଦୋକାନ ହଟିବା ଲାଗି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇନାହିଁ। ପୁଲିସ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇନି। ହେଲେ ରଥନିର୍ମାଣ…