Odisha News Insight
Browsing Tag

News Headlines

13 Mar 2019 Odia Headlines

୧-ବାରିପଦାରୁ ବିଆରସି : ଭାଭା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି। ୨-ପୁରୀ ପୋଲିସ ହାତରେ ବାଇକ ଚୋରି ର‍୍ୟାକେଟ : ୩୩ଟି ଚୋରା ବାଇକ ଜବତ, ୮ ଗିରଫ। ୩-ବିଜେଡି ରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମିଳିବ…

୦୨/୦୩/୧୯, ଶନିବାର Morning Headlines

୧-ଆଜିଠୁ CBSE ଦଶମ, ଦ୍ବାଦଶ ପରୀକ୍ଷା ଆରମ୍ଭ।ସାରା ଦେଶରେ ପରୀକ୍ଷା ଦେବେ ୨୮ଲକ୍ଷ ଛାତ୍ରଛାତ୍ରୀ। ୨-ପ୍ରତୀକ୍ଷାର ଅନ୍ତ, ପରାକ୍ରମ ଦେଖାଇ ଶେଷରେ ଭାରତରେ ପାଦ ଦେଲେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ। ୩-ଆସନ୍ତା ୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, କୋରାପୁଟରେ ଜନସମାବେଶରେ ଦେବେ ଯୋଗ।…