Odisha News Insight
Browsing Tag

Kerala

କେରଳରେ କରୋନା ଆତଙ୍କ

ଭାରତର ପ୍ରଥମ କରୋନା ଆକ୍ରାନ୍ତ କେରଳରେ ଚିହ୍ନଟ । କେରଳରେ ଜଣେ ଛାତ୍ର କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ । ଚୀନର ୟୁହାନ ବିଶ୍ୱବିଦ୍ୟାଳୟରେ ପଢୁଥିଲେ ସମ୍ପୃକ୍ତ ଛାତ୍ର । ଚୀନରୁ ଆକ୍ରାନ୍ତ ହୋଇ କେରଳ ଫେରିଥିବା ସୂଚନା । କରୋନା ଆକ୍ରାନ୍ତ ସମ୍ପୃକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର…