Odisha News Insight
Browsing Tag

India

ଲିଭିଗଲା ପୂର୍ବ ଭାରତର ମହାଦୀପ। ଆଉ ନାହାନ୍ତି ପ୍ରଣବ ମୁଖାର୍ଜୀ।ପଢନ୍ତୁ ଆଊ ଜାଣନ୍ତୁ ତାଙ୍କ ଜୀବନ ର କିଛି କଥା |

ଲିଭିଗଲା ପୂର୍ବ ଭାରତର ମହାଦୀପ। ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ମାତ୍ର…

ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ବିରାଟ, ଟ୍ୱିଟ କରି ଦେଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ୱିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “ସେତେବେଳେ ଆମେ ତିନି ହେବା । ଆସୁଛି ୨୦୨୧ ।” ବିରାଟଙ୍କ ଏହି ଟ୍ୱିଟରୁ ସ୍ପଷ୍ଟ ଜଣା ପଡୁଛି…

ବିରାଟ କୋହଲିଙ୍କୁ ଗିରଫ ପାଇଁ ମାଡ୍ରାସ ହାଇକୋର୍ଟରେ ଦାଖଲ ହେଲା ଯାଚିକା

ଏହି ଆବେଦନରେ ଏହି ଓକିଲ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜୁଆ କମ୍ପାନୀଗୁଡିକ ଯୁବକମାନଙ୍କୁ ବ୍ରେନୱାଶ କରିବା ପାଇଁ ବିରାଟ ଓ ତମନ୍ନାଙ୍କୁ ବ୍ୟବହାର କରୁଛନ୍ତି । ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ…

ଭୂମି ପୂଜା ପୂର୍ବରୁ ସଙ୍କଟ! ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୋଲିସ କରୋନା ପଜିଟିଭ୍

ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଏକ ବଡ ଖବର । ସେଠାରେ ରାମ ମନ୍ଦିର ପାଇଁ ଭୂମି ପୂଚାର ପ୍ରସ୍ତୁତି ଚାଲିଥିବା ବେଳେ କରୋନାର ପ୍ରବେଶ ହୋଇଛି । ସାଧୁ ସନ୍ତଙ୍କ ସମେତ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସକର୍ମୀମାନେ ମଧ୍ୟ କରୋନରେ ସଂକ୍ରମିତ ହୋଇଛନ୍ତି । ସବୁଠାରୁ ବଡ ଖବର ହେଉଛି ଯେ, ରାମ…