Odisha News Insight
Browsing Tag

Cuttack

ହୋଇପାରିବ ନାହିଁ ସମୂହ ନମାଜପାଠ।

ଗୋଟିଏ ଦିନ ପରେ ଆରମ୍ଭ ହେବ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନଙ୍କ ପବିତ୍ର ରମଜାନ ମାସ କିନ୍ତୁ ଲକଡାଉନ ପାଇଁ ପାଳନ ବେଳେ କମିଶନରେଟ ପୋଲିସ ଜାରି କଲା କିଛି କଟକଣା । କଟକ ସହରରେ ଲକଡାଉନ ପାଇଁ କୌଣସି ମସଜିଦ ରେ ୫ଜଣଙ୍କ ରୁ ଉର୍ଦ୍ଧ ଲୋକେ କରିପାରିବେ ନାହିଁ ନମାଜ ପାଠ।ଏହା ସହ…

ସାବଧାନ ! ପରିବା, ସଉଦା ସାଙ୍ଗରେ ଘରକୁ କରୋନା ନେଇକି ଯାଆନ୍ତୁନି

ଦୁଇଦିନ ସଟ୍ ଡାଉନ୍ ପରେ ରାତି ଆଠଟାରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ପରିବା ଓ ସଉଦା ଦୋକାନ ଖୋଲିବ I ତେବେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି I ଲୋକେ ସାମାଜିକ ଦୂରତ୍ବ ରକ୍ଷା ନ କଲେ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ…